ଝରିଗାଁ: ଧୋଡ୍ରାକୁ ଏକ ନୂତନ ବ୍ଲକ ଘୋଷଣା ପାଇଁ ଗ୍ରାମବାସୀ ଙ୍କ ଦାବି। ଧୋଡ୍ରା ଶିବ ମନ୍ଦିରରେ ହେଲା ବୈଠକ
ଧୋଡ୍ରାକୁ ଏକ ନୂତନ ବ୍ଲକ ଘୋଷଣା ପାଇଁ ଗ୍ରାମବାସୀ ଙ୍କ ଦାବି। ଧୋଡ୍ରା ଶିବ ମନ୍ଦିରରେ ହେଲା ବୈଠକ ରାଜ୍ୟରେ ନୂତନ ଏନ ଏ ସି ଘୋଷଣା ପାଇଁ ଦାବି ହୋଇ ଆସୁଥିବା ବେଳେ ବର୍ତ୍ତମାନ ନୂତନ ବ୍ଲକ ଗଠନ ପାଇଁ କିଛି ପଞ୍ଚାୟତ ବାସିନ୍ଦା। ମୁଣ୍ଡ ଟେକିଲେଣି ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ।ଧୋଡ୍ରା ଅଧୀନରେ ପନ୍ଦର ଗୋଟି ପଞ୍ଚାୟତକୁ ନେଇ ନୂତନ ବ୍ଲକ ଘୋଷଣା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି, ଆଜି ଧୋଡ୍ରା ଠାରେ ପନ୍ଦର ଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ଓ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା କରିଥିଲେ