ନୟାଗଡ: ଚାନ୍ଦପୁର ଗୌରଚନ୍ଦ୍ରପୁର ଛକ ନିକଟ ଓଭର୍ ବ୍ରିଜ ନିକଟରେ ଟ୍ରକ ଦୁର୍ଘଟଣା ଚାଳକ ମୃତ ହେଲଫର ଗୁରୁତର ଭାବେ ଆହତ
Nayagarh, Nayagarh | Aug 18, 2025
ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଜି ପୂର୍ବାହ୍ନ 7 ଘଟିକସମୟରେ କଲିକତାରୁ...