ସଦର: କଳାହାଣ୍ଡି ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ
ଭବାନୀପାଟଣା ବାମ୍ ସେଫ୍ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ
କଳାହାଣ୍ଡି ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଭବାନୀପାଟଣା ବାମ୍ ସେଫ୍ କାର୍ଯ୍ୟାଳୟ ଠାରେ ଆଜି ଅପରାହ୍ନ 5 ଟା ସମୟରେ ବିଭିନ୍ନ ଅବ୍ୟବସ୍ଥା ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି