ଚମ୍ପୁଆ: ଜମି ଅଧିଗ୍ରହଣ ସରିନି ଆସନ୍ତା ଖରିଫ ଋତୁରେ ଚାଷୀକୁଂ କାନପୁର ଡ୍ୟାମ ରୁ ପାଣି କିପରି ଦିଆଯିବ ମତ ରଖିଲେ ଜମି ଅଧିଗ୍ରହଣ ଅଧିକାରୀ
ଚମ୍ପୁଆ ଉପଖଣ୍ଡ କାନପୁର ଡ୍ୟାମ ର କେନାଲ କାମ ପାଇଁ ଜମି ଅଧିଗ୍ରହଣ ସରିନି ଆଗକୁ ଖରିଫ ଋତୁରେ ଚାଷୀକୁଂ ଡ୍ୟାମ ରୁ ପାଣି ଦେବାକୁ ଲକ୍ଷ ରଖିଛି ବିଭାଗ ଏ ନେଇ ଆଜି ଦୁଇଟାରେ ମତ ରଖିଲେ ଜମି ଅଧିଗ୍ରହଣ ଅଧିକାରୀ