ଭୋଗରାଇ: ଜଳେଶ୍ୱରପୁର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଭୋଗରାଇ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ।
Bhograi, Balasore | Sep 1, 2025
ସୁବର୍ଣ୍ଣରେଖା ନଦୀର ୬ ଥର ବନ୍ୟାରେ ଭୋଗରାଇ ବ୍ଲକ ରେ ଲୋକ ମାନେ ହନ୍ତସନ୍ତ ହୋଇଥିବା ବେଳେ କେବଳ କିଛି ରିଲିଫ ଦେଇ ଲୋକଙ୍କୁ ସନ୍ତୁଷ୍ଟ କରି...