Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
China

ଲକ୍ଷ୍ମୀପୁର: ଗାଦାବାଗୁଡା ଗାଁରେ ବାଡ଼ ଭାଙ୍ଗି ଗାଁ ରେ ପଶିଲା ପ୍ରଶାସନ, ଲୋକଙ୍କୁ କଲେ ସଚେତନ

Lakshmipur, Koraput | Nov 4, 2025
ଗାଦାବାଗୁଡା ଗାଁ ରେ ବାରିକେଟ ବାନ୍ଧିବା ଘଟଣା I ପ୍ରଶାସନ ପହଞ୍ଚି ଭାଙ୍ଗିଲା ବାଡ଼ I ଗାଁ ରେ ଯୁବକ ମାନେ ବିଭିନ୍ନ କାରଣ ରୁ ମୃତ୍ୟୁ ବାରଣ କରୁଥୁବା ନେଇ ଗାଁ ରେ ବାରିକେଡ଼ କରି ବାହାର ଲୋକଙ୍କୁ ଗାଁ ଭିତର କୁ ପ୍ରବେଶ ମନା ସହ ଗାଁ ଲୋକେ ବି ବାହାର କୁ ନ ଯିବା ପାଇଁ ବାରଣ କରାଯାଇଛି I ଏଘଟଣା ଜାଣିବା ପରେ ପ୍ରଶାସନ ପହଞ୍ଚି ବାଡ଼ କୁ ଭାଙ୍ଗି ଗାଁ ଭିତରକୁ ପ୍ରବେଶ କରି ଲୋକଙ୍କୁ ସଚେତନ କରାଇଥିବା ଦିନ୩ଟା ସମୟରେ ସୂଚନାI

MORE NEWS