Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ନବରଙ୍ଗପୁର ପୋଲିସ ଷ୍ଟେସନ: ଆରସିଡ଼ି ହାଇସ୍କୁଲରେ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋଖୋ ଆଉ କବାଡି ପ୍ରତିଯୋଗୀତା ଉଦଯାପିତ

ଆରସିଡ଼ି ହାଇସ୍କୁଲରେ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋଖୋ ଆଉ କବାଡି ପ୍ରତିଯୋଗୀତା ଉଦଯାପିତ ରବିବାର ଅପରାହ୍ନ ୩ ଘଟିକା ସମୟରେ ୧୨ ତମ ଜିଲ୍ଲା ବିଦ୍ୟାଳୟ ସମୂହ ୧୪ ବର୍ଷରୁ କମ୍ ବାଳକ ବାଳିକାଓ ୧୭ ବର୍ଷରୁ କମ୍ ବାଳକ ବାଳିକା,ଖୋଖୋ ଓ କବାଡି ପ୍ରତିଯୋଗିତା ଆରସିଡ଼ି ହାଇସ୍କୁଲରେ ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କେଶବ ମେହେର ଓ ସମ୍ମାନିତ ଅତିଥି ଭାବେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁଦୀପ୍ତ ଦାଶ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ ପଟ୍ଟନାୟକ ଯୋଗ ଦେଇଥିଲେ

MORE NEWS