କଟକ ପୌରାଞ୍ଚଳ: ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଲୋକେ ଅନଲାଇନ ଠକେଇର ଶିକାର, ଥାନାରେ ଏତଲା
Cuttack M Corp PS, Cuttack | Aug 21, 2025
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧୀନରେ ହଜାର ହଜାର ସଂଖ୍ୟାରେ ଲୋକେ ଅନଲାଇନ ଠକେଇର ଶିକାର ହୋଇଛନ୍ତି। ରାତାରାତି କୋଟିପତି ହେବା ନିଶାରେ...