ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅଞ୍ଚଳରେ ଜଣେ ମହିଳା ଙ୍କର ପରକ୍ରୀୟାପ୍ରୀତି ଧରିବା ପରେ ଗ୍ରାମ ର କେତେକ ଯୁବକ ମିଶି ମହିଳା ଓ ତାଙ୍କର ପ୍ରେମିକ କୁ ନିସ୍ତୁକ ମାଡ଼ ମାରିଥିବା ଭିଡିଓ ଗତକାଲି ଠାରୁ ଭାଇରାଲ ହେବାରେ ଲାଗିଛି। ବଡ଼ଗାଁ ପୋଲିସ ଏହି ଘଟଣାରେ ୪ ଜଣ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।