ନୂଆଗାଁ ବ୍ଲକ ଶିକ୍ଷାଧିକରି କାର୍ଯ୍ୟାଳୟ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ଜାହରିଟୋଲିର ପ୍ରବେଶିକା ପରୀକ୍ଷା ଶେଷ ହୋଇଯାଇଛି। ଦୁଇଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ଗୋଟିଏ ପରୀକ୍ଷା କେନ୍ଦ୍ରରେ ସିଏଲୋଓ ନୂଆଗାଁ ବଇଓ ସଲଗିମନି ଟୁଡୁ,ଅବସର୍ଭୋର୍ ରଶ୍ମିରେଖା ନନ୍ଦ ଓ ସୁପରିଟେଣ୍ଡେଣ୍ଟ ପ୍ରତୀକ ମଲିକ ଓ ଶିଳ୍ପା ସୋନି ଖେସ ଥିଲେ।