ରାଜ୍ୟରେ ରାଜ୍ୟ ସରକାର ନିଷ୍ପତି କ୍ରମେ ପାଠ ପଢୁ ନଥିବା ପିଲାଙ୍କୁ ଚି଼ହ୍ନଟ କରି ବିଦ୍ୟାଳୟରେ ଶିକ୍ଷା ଦାନରେ ନିୟୋଜିତ କରିବା ଶିକ୍ଷା ସଭା କାଯ୍ୟକ୍ରମ ମୂଳ ଲକ୍ଷ ରହିଥିବା ବେଳେ |କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଶିକ୍ଷା ମଣ୍ଡଳ ରେ ଏହି କାଯ୍ୟକ୍ରମ ଚାଲୁ ଥିବା ବେଳେ ବାଲିବରେଇ ଗ୍ରାମପଞ୍ଚାୟତ ସରକାରୀ ବିଦ୍ୟାଳୟ ଟିଲଗଢିଆ ବିଦ୍ୟାଳୟ ରେ ଶିକ୍ଷା ସଭାକାଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।