ଆଜି ପୂର୍ବାହ୍ନ 11 ଟା ପାଖାପାଖି ସମୟରେ ଏହି ସଫଳତା ହାସଲ କରିଛି ଧରୁଆ ଡିହି ପୋଲିସ। ସ୍ଥାନୀୟ ଏକ ବ୍ୟାଙ୍କ ସୂତ୍ରରୁ ଏହି ମୋଲ ଆକାଉଣ୍ଟ ସଂପର୍କରେ ଧରୁଆ ଡିହି ପୋଲସକୁ ସୂଚନା ମିଳିଥିଲା। ସୂଚନା ପାଇବା ପରେ ଧରୁଆ ଡିହି ଆଇ ଆଇ ସି ଏସପି ଏବଂ ସଦର ଏସ୍ ଡି ପି ଓ ଙ୍କୁ ଅବଗତ କରିବା ସହ ତାଙ୍କ ନିର୍ଦ୍ଦେଶରେ ଝାରସୁଗୁଡ଼ାରୁ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲା - ଜିତେନ୍ଦ୍ର ସୁନାନୀ। ସେ ଏହି ବର୍ଷକ ମଧ୍ୟରେ 8 ଲକ୍ଷ 78 ହଜାର 353 ଟଙ୍କା ଅବୈଧ ନେଣ ଦେଣ କରିଥିବା ଜଣା ପଡିଛି। ଧରୁଆ ଡିହି ପୋଲିସ ଅଭିଯୁକ୍ତକୁ ବିଭିନ୍ନ ଆଇ ଟି ଦଫାରେ ଅପରାହ୍ନ 3:15 ରେ କୋର୍ଟ