ମିଛ ଚାକିରୀ ନାଁ ରେ ଠକେଇ ଘଟଣା, ବିନକା ଗୁଲୁଣ୍ଡା ଅଂଚଳର କିଛି ମହିଳା ହେଲେ ଅତିରିକ୍ତ ଏସପି ଙ୍କ ଦ୍ୱାରସ୍ଥ ମିଳିଥିବା ସୂଚନା ଚାକିରୀ ଦେବାକୁ କହି କିଛି ଅଭିଯୁକ୍ତ ଉକ୍ତ ଅଂଚଳବାସୀ ଙ୍କ ଠାରୁ ଟଙ୍କା ନେଇଥିଲେ l ପରବର୍ତ୍ତୀ ସମୟରେ ଚାକିରୀ ଦେଇନଥିଲେ l ସେପଟେ ଏହି ଘଟଣା ରେ ପୋଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଟଙ୍କା ଫେରିପାଇବା ନେଇ ଆଜି ଦିନ 2ଟାରେ ଅଂଚଳବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଇଥିବା ସୂଚନା ମିଳିଛି l