କେନ୍ଦୁଝର ସହର: ଘଟଗାଁ ବ୍ଲକ୍ ଓ କେନ୍ଦୁଝର ସଦର ବ୍ଲକ ପ୍ରଭୃତି ୧୫ ଟି ସେବା ସମବାୟ ସମିତି ପରିଦର୍ଶନ କଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି
Kendujhar Town, Kendujhar | Sep 12, 2025
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ, ଘଟଗାଁ ବ୍ଲକ୍ ଓ କେନ୍ଦୁଝର ସଦର ବ୍ଲକ ପ୍ରଭୃତି ୧୫ ଟି ସେବା ସମବାୟ ସମିତି ଓ ଲାଇସେନ୍ସ ପ୍ରାପ୍ତ ସାର...