କୋମନା: ଉପ ନିର୍ବାଚନକୁ ନେଇ ନୂଆପଡାରେ ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ନିଜର ପ୍ରତିକ୍ରିୟା ରଖିଛନ୍ତି
Komna, Nuapada | Oct 4, 2025 ବିହାର ନିର୍ବାଚନ ସହିତ ନୂଆପଡ଼ାରେ ମଧ୍ୟ ଉପ ନିର୍ବାଚନ ହେବ। ଏହି ଉପ ନିର୍ବାଚନରେ ବିଜେପି ବିଜୟୀ ହେବ ବୋଲି ନୂଆପଡ଼ା ଗସ୍ତରେ ଆସିଥିବା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଦିନ ଦୁଇଟା ସମୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି।