କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପାଇଁ ମ.ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନୀ ସହିଦ ରେଣ୍ଡୋ ମାଝି ପୀଠ ଓ ରାଜ ଦରବାର ମା ଡୋକୁରୀ ଦେବୀଙ୍କ ପିଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ଭବାନୀପାଟଣା ଠାରେ ଅନୁଷ୍ଠିତ ହେବାକୁ ଥିବା କଳାହାଣ୍ଡି ଉତ୍ସବ ଘୁମୁରାର ରେଣ୍ଡୋ ମାଝି ମଞ୍ଚ ଅଭିମୁଖେ ମଙ୍ଗଳବାର ଦିନ ଶୋଭାଯାତ୍ରା ବାହାରିଛି। ଉକ୍ତ ଶୋଭାଯାତ୍ରା ଆସନ୍ତା ୧୪ ତାରିଖ ଦିନ ଭବାନିପାଟଣା ଠାରେ ପହଞ୍ଚିବା ନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା