ରାଉରକେଲା ବାସୀଙ୍କୁ ଲଲିପପ୍ ଦେଖେଇ ଚୁପ କରି ବସା ହେଇଛି।ରାଉରକେଲାରୁ ଭୁବନେଶ୍ୱର କୁ ୯ ସିଟ ବିଶିଷ୍ଟ ସିଙ୍ଗଲ ଇଞ୍ଜିନ ବିମାନ ଉଡ଼ିବାକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ପ୍ରକାଶ ପାଇଛି। ବନ୍ଦ ପଡ଼ିଥିବା ଏଆରପୋର୍ଟ ଏହି ସିଙ୍ଗଲ ଇଞ୍ଜିନ ବିମାନ ଚଳାଚଳକୁ ନେଇ କେତେ ସଫଳ ହେବ ସେ ନେଇ ଉଠିଛି ପ୍ରଶ୍ନ। ଶୁକ୍ରବାର ଅପରାହ୍ନରେ ବିମାନ ବନ୍ଦର ନିକଟରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା।