ନାକଟିଦେଉଳ ବ୍ଲକ ବାଟଗାଁ ସେବା ସମବାୟ ସମିତି ରେ ଦୁର୍ନୀତି ହେଇଥିବା ଅଭିଯୋଗ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଂଚଳବାସୀ ମିଳିଥିବା ସୂଚନା ଅନୁଯାଇ ବାଟଗାଁ ସେବା ସମିତିରେ କୋଟି କୋଟି ଟଙ୍କା ର ଦୁର୍ନୀତି ହେଇଚି ବୋଲି ଅଭିଯୋଗ ହେଇଚି ସେପଟେ ମୃତ ବ୍ୟକ୍ତି ଙ୍କ ନାଁ ରେ ମଧ୍ୟ ଟଙ୍କା ଆତ୍ମସାତ କରାଯାଇଥିବା ନେଇ ଅଞ୍ଚଳ ବାସୀ ଅଭିଯୋଗ କରିଥିବା ନେଇ ଆଜି ଦିନ 2ଟାରେ ସୂଚନା ମିଳିଛି l