ଅନୁଗୋଳ ବନାଞ୍ଚଳ ସାହାରାଗୋଡା ଗ୍ରାମ ନିକଟରେ ରବିବାର ସନ୍ଧ୍ୟାରେ ତିନୋଟି ହାତୀ ଥିବା ସୂଚନା ମିଳିଛି। ଯାହା ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀର ଗତିପଥ ଉପରେ ନଜର ରଖିଛି। ମିଳିଥିବା ଖବର ଅନୁସାରେ ଅନୁଗୋଳ ବନାଞ୍ଚଳ ସାହାରାଗୋଡା ଗ୍ରାମ ନିକଟରେ ରବିବାର ସନ୍ଧ୍ୟା ସାଢ଼େ ସାତଟା ବେଳେ ତିନୋଟି ହାତୀ ଗ୍ରାମ ନିକଟକୁ ଆସି ଯାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଛି। କିଛି ଦିନ ବ୍ୟବଧାନ ପରେ ପୁଣି ହାତୀ ଆସିବାରୁ ଚାଷୀ ମାନେ ଚିନ୍ତାରେ ଅଛନ୍ତି। ବର୍ତ୍ତମାନ ପନିପରିବା ଚା