ସମ୍ବଲପୁର ମ୍ୟୁନିସିପାଲଟି: ଆସନ୍ତା ଜାନୁଆରୀ ମାସରୁ ମାଁ ସମଲେଶ୍ୱରୀଙ୍କ ମନ୍ଦିରକୁ ପଦ୍ମପୁର ଅଞ୍ଚଳରୁ ଆସିବ ଜୈବିକ ପ୍ରଣାଳୀ ରେ ଚାଷ ହୋଇଥିବା ଚାଉଳ, ସୂଚନା
ଆସନ୍ତା ଜାନୁଆରୀ ମାସରୁ ମାଁ ସମଲେଶ୍ୱରୀଙ୍କ ମନ୍ଦିରକୁ ପଦ୍ମପୁର ଅଞ୍ଚଳରୁ ଆସିବ ଜୈବିକ ପ୍ରଣାଳୀ ରେ ଚାଷ ହୋଇଥିବା ଚାଉଲ l ଏହି ଚାଉଳରୁ ପ୍ରସ୍ତୁତ ଅର୍ଣ୍ଣକୁ ଭକ୍ତ ମାନଙ୍କୁ ଦିଆଯିବ l ଆଜି ଏନେଇ ଦିନ ପ୍ରାୟ 12 ଟା ସମୟରେ ପଦ୍ମପୁର ଅଞ୍ଚଳର ଚାଷୀ ମାନେ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଛନ୍ତି l ଏଥିପାଈଁ ପଦ୍ମପୁର ଏବଂ ଆଖପାଖ ଅଞ୍ଚଳର ଚାଷୀ ମାନେ ମାଙ୍କ ପାଈଁ ସ୍ୱତନ୍ତ୍ର ଚାଷ କରିବେ ବୋଲି ସୂଚନା ଦେଇଛନ୍ତି l