Public App Logo
Jansamasya
News
पुलिस
Bjp
National
Police
Bihar
बिहार
कांग्रेस
मौत
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी

ଗୋବିନ୍ଦପୁର: କେଚ୍ଛୁପାଣି ଠାରେ ଚାଲିଥିବା ପଞ୍ଚଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Govindpur, Sambalpur | Nov 30, 2025
ବାମରା ବ୍ଲକ କେଛୁପାଣି ଠାରେ ମାଁ ସମଲେଶ୍ୱରୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା ପଞ୍ଚଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ସନ୍ଧ୍ୟା ୭ ଟାରେ ଉଦଯାପିତ ହୋଇଯାଇଛି। ଏଥିରେ ମୋଟ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ଏହାର ଫାଇନାଲ ରେ ସମଲେଶ୍ୱରୀ କ୍ରିକେଟ କ୍ଲବ କେଛୁପାଣି କୁ ପରାସ୍ତ କରି କୁନ୍ତରା ଦଳ ଚ୍ୟାମ୍ପିଆନ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚକାପାଟ ସମିତି ସଭ୍ୟା ସୌଦାମିନୀ ନାଏକ ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳ କୁ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ।