ଖୋର୍ଦ୍ଧା: ଗ୍ରାମାଞ୍ଚଳ ମାନଙ୍କରେ ଚାଲୁଥିବା ଲଷ୍ମୀବସ ଏବେ ଆତଙ୍କ ଖେଳାଉଛି <nis:link nis:type=tag nis:id=Jansamasya nis:value=Jansamasya nis:enabled=true nis:link/>
ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳ ମାନଙ୍କରେ ଚାଲୁଥିବା ଲଷ୍ମୀବସ ଦୁର୍ଘଟଣା ଘଟାଇ ବିଭିନ୍ନ ସମୟରେ ଲୋକଙ୍କ ଜୀବନ ନେଉଛି l ସ୍ପିଡ଼ ଉପରେ ନିୟନ୍ତ୍ରଣ ନାହିଁ ବେପରୁଆ ଗାଡ଼ି ଚଳାଉଛନ୍ତି ଲଷ୍ମୀବସ ଡ୍ରାଇଭର lଗତ ଗୁରୁବାର ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ବରସାହି ରାସ୍ତାରେ ଲଷ୍ମୀ ବସ ଚକା ତଳେ ଚାପି ହୋଇ ଏକ କୁନି ପୁଅର ଜୀବନ ଯାଇଛି l ଏ ନେଇ ଆଜି ପୂର୍ବାହ୍ନ ସମୟରେ ଖୋର୍ଦ୍ଧା ଏଆରଟିଓ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି l