ନୂଆପଡା: କୋମନା ଠାରେ ନଦୀ ରୁ ଅଜଣା ବ୍ୟକ୍ତି ର ଶବ ଉଦ୍ଧାର
ଆଜି ସକାଳ ସାତଟା ସମୟରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସଦର ମହକୁମା ରେ କିଛି ବ୍ୟକ୍ତି ନଦୀ କୁ ଶୌଚ ହେବାକୁ ଯାଇଥିଲା ବେଳେ ଏକ ଶବ ନଦୀ ଜଳ ରେ ଭାସୁଥିବାର ଦେଖିବାକୁ ପାଇ ପୋଲିସ କୁ ଖବର ଦେଇଥିଲେ ପୋଲିସ ଓ ଅଗ୍ନି ଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଉଦ୍ଧାର କରି ଥିଲେ କିନ୍ତୁ ଉତ୍କ ଶବର କୌଣସି ପରିଚୟ ମିଳିନାହିଁ ପୋଲିସ ଶବ କୁ ଜବତ କରିଛି।