ସମ୍ବଲପୁର ସହରରେ ଭେଣ୍ଡିଂ ସ୍ଥାନର ଅଭାବ ଓ ବଢୁଥିବା ଟ୍ରାଫିକ୍ ଜାମ୍ ସମସ୍ୟାକୁ ଦୂର କରିବା ପାଇଁ, କମିଶନର ଓ ଅଧିକାରୀମାନଙ୍କ ସହ ରାମସାଗର ଏବଂ ଗୋବିନ୍ଦଟୋଳା ଭେଣ୍ଡିଂ ଜୋନ୍ଗୁଡିକୁ ଯାଇ, ସେମାନଙ୍କର ବ୍ୟବହାର ନିରୀକ୍ଷଣ କରିଛନ୍ତି। ଏହି ସହ କମିଶନର ଗୋଲବାଜାର ଏବଂ ଗୋବିନ୍ଦଟୋଳାର ଭେଣ୍ଡରମାନଙ୍କ ସହ ଆଲୋଚନା କରି, ନିର୍ଦ୍ଧାରିତ ଭେଣ୍ଡିଂ ଅଞ୍ଚଳକୁ ସ୍ଥାନାନ୍ତର କରିବା ପାଇଁ ସେମାନଙ୍କର ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିବା ଆଜି ସନ୍ଧ୍ୟା 6ଟାରେ ସୂଚନା ମିଳିଛି