ବଡସାହି: ଧନପୁରସ୍ଥିତ କସ୍ତୁରବାଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀନିବାସ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ପ୍ରଧାନଶିକ୍ଷୟିତ୍ରୀ ନିଳମ୍ବିତ
Barsahi, Mayurbhanj | Aug 8, 2025
ବେତନଟୀ ଥାନା ଅଧୀନ ଧନପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀନିବାସର ଦୁଇ ମହଲା ଛାତରୁ ଡେଇଁ ଜନୈକା ନବମଶ୍ରେଣୀ ଛାତ୍ରୀ...