ବିଜେପି ପକ୍ଷରୁ ରେଙ୍ଗାଲି ଛକ ନିକଟରେ ଆଜି ବାଣ ଫୁଟାଇ ମିଠା ଖୁଆଇ ଖୁସି ମନାଇଛନ୍ତି l ମିଳିଥିବା ସୂଚନା ଅନୁସାରେ ଆଜି ରାତି 7 ଟା ସମୟରେ ନୂଆପଡା ଉପ ନିର୍ବାଚନ ଓ ବିହାର ବିଧାନସଭା ନିର୍ବାଚନ ରେ ବିଜେପିର ବିପୁଳ ବିଜୟ ପରେ ସମ୍ବଲପୁର ବିଜେପି କର୍ମୀ ମାନେ ରେଙ୍ଗାଲି ଛକ ରେ ବାଣ ଫୁଟାଇବା ଶହ ଲୋକଙ୍କୁ ମିଠା ବାଣ୍ଟି ଖୁସି ମନାଇଥିଲେ l