କୋରାପୁଟ ସହର: ସେମିଳିଗୁଡା ଅଦା ପ୍ରକ୍ରିୟାକରଣ କେନ୍ଦ୍ର ବୁଲି ସ୍ଥିତି ଅନୁଧ୍ୟାନ କଲେ କୋରାପୁଟ ଜିଲ୍ଲାପାଳ
Koraput Town, Koraput | Sep 2, 2025
କୋରାପୁଟ ଜିଲ୍ଲାର ସେମିଳିଗୁଡା ଅଦା ପ୍ରକ୍ରିୟାକରଣ କେନ୍ଦ୍ର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ।...