Public App Logo
Jansamasya
National
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Pmmsy
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation

ବସ୍ତା: ଚଢ଼ ବଢାପାଳ ଓ ଛୋଟ ଖାନପୁର ଠାରେ ଖଣି ବିଭାଗ ର ଚଢ଼ାଉ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବଦ

Basta, Balasore | Oct 7, 2025
ଖଣିବିଭାଗ ପକ୍ଷରୁ ବେଆଇନ୍ ବାଲି ଉତ୍ତୋଳନ କାରୀଙ୍କ ଉପରେ ଚଢାଉ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକରେ ଦିନକୁ ଦିନ ବେଆଇନ୍ ବାଲି ଉତ୍ତୋଳନ ଓ ଚୋରା ଚାଲାଣ ବଢୁଥିବା ବେଳେ,ଆଜି ଅପରାହ୍ନରେ ବାଲେଶ୍ଵର ଲଘୁ ଖଣିଜ ବିଭାଗ ଓ ତହସିଲଦାର ଙ୍କ ମିଳିତ ଚଢାଉ କରିଥିଲେ। ତେବେ ସୁବର୍ଣ୍ଣରେଖା ନଦୀର ଚଡ ବଢାପାଳ ଓ ଛୋଟ ଖାନପୁର ଠାରେ ଖଣି ବିଭାଗ ଚଢାଉ କରି ତିନୋଟି ଯନ୍ତ୍ର ଚାଳିତ ଡଙ୍ଗା ସହ ନଦୀରୁ ବାଲି ଉତ୍ତୋଳନ ପାଇଁ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବଦ୍ କରିଛି ପ୍ରଶାସନ।

MORE NEWS