ଟିଟିଲାଗଡ: ସଇଁତଳା ନବିନ ଛକରେ ବୋଲେରୋକୁ ସାମ୍ନା ପଟୁ ଧକ୍କା ଦେଲା ଦିଜାୟାର କାର - ଗୁରୁତରଙ୍କୁ ବଲାଙ୍ଗିର ସ୍ଥାନାନ୍ତର
ଆଜି ସକାଳ ୮. ୩୦ ସମୟରେ ସଇଁତଳା ନବିନ ଛକ ଠାରେ ଟିଟିଲାଗଡ଼ ପଟୁ ସମାଜସେବୀ ହିଫ୍ ଯୁଲ ରେହମାନ୍ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆ ଟିଟିଲାଗଡ଼ରୁ ବାହାରି ବଲାଙ୍ଗିର ପଟେ ଯାଉଥିବା ବେଳେ ସଇଁତଳା ବ୍ଲକ ନବୀନ ଛକ ଠାରେ ଡିଯାୟାର କାର ନମ୍ବର ଓଡ଼ି ୧୬ ଏଚ ୬୯୬୧ବିଶିଷ୍ଟ ଗାଡ଼ି ସାମ୍ନା ପଟୁ ଧକ୍କା ଦେବାରୁ ବୋଲେରୋ ଭିତରେ ବସିଥିବା ହିଫ ଯୁଲ୍ ରେହେମାନ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଙ୍କ ମୁହଁରେ ଜୋର୍ ଆଘାତ ଲାଗିଥିବା ବେଳେ ସଇଁତଳା ମେଡିକାଲରେ ଦେଖାଇବା ପରେ ବଲାଙ୍ଗିରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।