Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ଭଟଲି: ଭଟଲି ସତିହାରୀ ବାଳିକା ହାଇସ୍କୁଲ ରେ ବ୍ଳକ ସ୍ତରୀୟ ଧାରଣୀୟ ବିକାଶ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ଭଟଲି ସତିହାରୀ ବାଳିକା ହାଇସ୍କୁଲ ରେ ବ୍ଳକ ସ୍ତରୀୟ ଧାରଣୀୟ ବିକାଶ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ଭଟଲି ସତିହାରୀ ବାଳିକା ହାଇସ୍କୁଲରେ ହାଇସ୍କୁଲ ସ୍ତରର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଭଟଲି ବ୍ଳକ ସ୍ତରୀୟ ଏକ ଧାରଣୀୟ ବିକାଶ ବିଜ୍ଞାନ ପ୍ରଦର୍ଶନୀ ଆଜି ସକାଳ ୧୦ ଟାରେ ଆରମ୍ଭ ହୋଇଥିଲା। ଏଥିରେ ଭଟଲି ବ୍ଳକ ର ଏବିଇଓ ରିତାରଣୀ ତ୍ରିପାଠୀ, ସତିହାରୀ ବାଳିକା ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡ଼ନସନା,ଗୌଡ଼ଗାଁ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପରିତୋଷ ପାଢ଼ୀ, ତରାକନା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଡ଼. ମନୋଜ କୁମାର ସାହୁ ଯୋଗଦାନ କରିଥିଲେ।

MORE NEWS

ଭଟଲି: ଭଟଲି ସତିହାରୀ ବାଳିକା ହାଇସ୍କୁଲ ରେ ବ୍ଳକ ସ୍ତରୀୟ ଧାରଣୀୟ ବିକାଶ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ - Bhatli News