ସୁନ୍ଦରଗଡ ସହର: ସୁନ୍ଦରଗଡରେ ରାଜ୍ୟ ସ୍ତରୀୟ ପୋଲିସ ଫୁଟବଲ ଚାମ୍ପିଅନସିପ ପ୍ରତିଯୋଗିତା ନେଇ ସୁନ୍ଦରଗଡ଼ ପୋଲିସର ସହର ପରିକ୍ରମା
Sundargarh Town, Sundargarh | Aug 19, 2025
ଆସନ୍ତା କାଲି ଅଗଷ୍ଟ 20 ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇ ସେପ୍ଟେମ୍ବର 3 ତାରିଖରେ ସରିବ। ଏ ନେଇ ଆଜି ସୁନ୍ଦରଗଡ଼ ସହରକୁ ଉତ୍ସବ ମୁଖ...