Public App Logo
Jansamasya
National
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Pmmsy
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବିଟିଏମ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଜନସାଧାରଣ ଙ୍କ ଅଭିଯୋଗ ଶୁଣିଲେ ବିଧାୟକ

ଝାରସୁଗୁଡା ଜିଲ୍ଲା ବିଟିଏମ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଜନସାଧାରଣ ଙ୍କ ଅଭିଯୋଗ ଶୁଣିଲେ ବିଧାୟକ l ଆଜି ଗୁରୁବାର ପୂର୍ବାହ୍ନ ୧୧ ଟା ୩୦ ରୁ ଅପରାହ୍ନ ୨ ଟା ୩୦ ଯାଏଁ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡା ବାସୀଙ୍କୁ ବିଭିନ୍ନ ଅଭିଯୋଗ ଶୁଣିଛନ୍ତି l ଜିଲ୍ଲା ର ବିଭିନ୍ନ ବ୍ଲକ ଏବଂ ପୌରାଞ୍ଚଳରୁ ଲୋକେ ପହଁଚି ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କୁ ନିଜ ବ୍ୟକ୍ତିଗତ ଏବଂ ସାମୁହିକ ସମସ୍ୟା ବିଷୟରେ ଅବଗତ କରାଇ ଏହାର ସମାଧନ ଦିଗରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି l

MORE NEWS