ରାଜଗାଙ୍ଗପୁର: ଘୋଘର ରାସ୍ତା ରେ ପୋଲିସ ର ଅପରେସନ ଗଜରାଜ ୨୭ ଗ୍ରାମ ରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ଜବତ,୭ ଅଭିଯୁକ୍ତ ଗିରଫ
Rajagangapur, Sundargarh | Sep 1, 2025
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ପୋଲିସ ବ୍ରାଉନ ସୁଗାର କାରବାର ଉପରେ ଚଢ଼ାଉ କରି ବଡ ଧରଣର ସଫଳତା ହାସଲ କରିଛି।ଘୋଘର ରାସ୍ତା ରେ ଚଢ଼ାଉ କରି...