ବୌଦ୍ଧ ସଦର: ଗୁଣ୍ଡୁରି ସାହି ନିକଟରୁ ୨୦ କେଜି ବାରହା ମାଂସ ଜବତ ଘଟଣା, ନମୁନା ସଂଗ୍ରହ ପରେ ମାଂସକୁ ପୋତିଲା ବନ ବିଭାଗ
Baudh Sadar, Boudh (Bauda) | Aug 24, 2025
ରବିବାର ଗୁଣ୍ଡୁରି ସାହି ନିକଟରୁ ମାଧପୁର ରେଞ୍ଜ ପକ୍ଷରୁ ଜବତ ହୋଇଥିବା 20 କେଜି ବାରହା ମାଂସରୁ ନମୁନା ସଂଗ୍ରହ ପରେ ଜବତ ମାଂସକୁ ପୋତି ଦେଇଛି...