ବୌଦ୍ଧ ସଦର: ବହିରା ମାଉସୀ ମା ମନ୍ଦିର ପରିସରରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ,ଯୋଗଦେଲେ କଣ୍ଟାମାଲ୍ ବିଧାୟକ
ବୌଦ୍ଧ ବ୍ଳକ୍ ବହିରା ମାଉସୀ ମା ମନ୍ଦିର ପରିସରରେ ଶ୍ରୀ ଚୈତନ୍ୟ ସଙ୍କୀର୍ତ୍ତନ ମହସଂଙ୍ଘ ଓ ଶ୍ରୀ ଜଗନ୍ନାଥ ଲୋକକଳା ପରିଷଦ, ଓଡିଶା ର ମିଳିତ ଆନକୂଲ୍ୟରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୁର୍ବତନ ବୌଦ୍ଧ ବ୍ଳକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୟଧର ମହାକୁଲ୍ ଙ୍କ ଅଧ୍ୟକ୍ଷତାରେ କଣ୍ଟାମାଲ୍ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡ଼ାଙ୍ଗ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ