ସୋରଡା: ସୋରଡ଼ାରେ ଧୁମଧାମର ସହ ମହା ଅଷ୍ଟମୀ ପୂଜା ସମ୍ପୂର୍ଣ୍ଣ ହେଲା ବର୍ତ୍ତମାନ ଚାଲିଛି ପାର୍ବଣ ଋତୁ ମା ଧରାପୃଷ୍ଠାରେ ଅବତରଣ କରିଥିବା ମା ଙ୍କ ପୂଜା
Surada, Ganjam | Sep 30, 2025 ଗଞ୍ଜାମ ଜିଲ୍ଲା ସୋରଡ଼ା ରେ ଧୁମଧାମର ସହ ମହା ଅଷ୍ଟମୀ ପୂଜା ସମ୍ପୂର୍ଣ୍ଣ ହେଲା । ବର୍ତ୍ତମାନ ଚାଲିଛି ପାର୍ବଣ ଋତୁ ମା ଧରା ପୃଷ୍ଠାରେ ଅବତରଣ କରିଛନ୍ତି । 10 ଦିନ ଧରି ମାଙ୍କ ବିଭିନ୍ନ ରୂପ ବା ଅବତାର୍ ଙ୍କୁ ପୂଜା କରାଯାଏ। ଆଜି ହଉଚି ମାଙ୍କ ଅଷ୍ଟମୀ ତିଥି । ସୋରଡ଼ା ସ୍ଥିତ ପଣ୍ଡିତ ତଥା କାଳୀ ସାଧକ ଶ୍ରୀ କାଳୀ ଚରଣ ଶତପଥୀ ଙ୍କ ପୁରୋହିତ ରେ ନିଜ ଘରେ ମାଙ୍କ ପୂଜା ଅର୍ଚ୍ଚନା ଚାଲିଛି । ମାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ମଧ୍ୟ ଜମିଛି । ପୂଜକ ଶ୍ରୀ ଦୁର୍ଗା ଚରଣ ଶତପଥୀ, ଉମା ଚରଣ ଶତପଥୀ, ଭବାନୀ ଶତପଥୀ , ଗୌରୀ ଚରଣ ଶତପଥୀ ମାଙ୍କ ପୂଜା ରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି