ଜମନକିରା: ୨ ଜଣ ଶିକ୍ଷକ ଙ୍କ ଭରସା ରେ କୁତବ ସ୍କୁଲ, ଶିକ୍ଷକ ନିଯୁକ୍ତ ନେଇ ଜମନକିରା ବ୍ଲକ ଅଫିସ ରେ ଦାବିପତ୍ର
ଜମନକିରା ବ୍ଲକ ବଡରମା ପଞ୍ଚାୟତ ଅନ୍ତର୍ଗତ କୁତବ ସ୍କୁଲ କେବଳ ୨ ଜଣ ଶିକ୍ଷକ ଙ୍କ ଭରସା ରେ ଚାଲିଥିବା ବେଳେ ଶୀଘ୍ର ଶିକ୍ଷକ ନିଯୁକ୍ତି ନେଇ ଗ୍ରାମବାସୀ ମାନେ ଦାବି ଜଣାଇଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବା କୁ ଚେତାବନୀ ଦିଆଯାଇଛି। ମଙ୍ଗଳବାର ଦିନ ଗ୍ରାମବାସୀ ମାନେ ଜମନକିରା ବ୍ଲକ ଅଫିସ ଓ ବିଇଓ ଅଫିସ ରେ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ସ୍କୁଲ ରେ ତାଲା ପକାଇ ଆନ୍ଦୋଳନ କରିବା କୁ ଚେତାବନୀ ଦିଆଯାଇଛି।