କଟକ ପୌରାଞ୍ଚଳ: ଏସସିବି ମେଡିକାଲ ହଷ୍ଟେଲରୁ ବାଇକ ଚୋରି ମାମଲାରେ ରୋଷେଇୟାକୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ
Cuttack M Corp PS, Cuttack | Aug 26, 2025
କଟକ ଏସସିବି ମେଡିକାଲ କଲେଜ ହଷ୍ଟେଲରୁ ହଷ୍ଟେଲ ଛାତ୍ରଙ୍କ ବାଇକ ଚୋରି କରିବା ମାମଲାରେ ହଷ୍ଟେଲ ରୋଷେଇୟାକୁ ଗିରଫ କରିଛି ମଙ୍ଗଳାବାଗ ଥାନା...