ନୂଆପଡା: ଦାଦନ ସର୍ଦ୍ଦାରମାନେ ସକ୍ରିୟ ହୋଇ ଶ୍ରମିକମାନଙ୍କୁ ଅଗ୍ରୀମ ଦେଉଥିବା ଅଭିଯୋଗରେ ତରବୋଡରେ ଯୁବ କଂଗ୍ରେସ ସଭାପତିଙ୍କ ପ୍ରତିକ୍ରିୟା
Nuapada, Nuapada | Aug 8, 2025
କୋମନା ବ୍ଲକରେ ଗାଁ ଗାଁରେ ଦାଦନ ଦଲାଲ ମାନେ ସକ୍ରିୟ ହୋଇ ଶ୍ରମିକମାନଙ୍କୁ ଅଗ୍ରୀମ ଦେଉଥିବା ଅଭିଯୋଗରେ ତରବୋଡ଼ ଠାରେ ଯୁବ କଂଗ୍ରେସ ସଭାପତି...