ବଡସାହି: ବେତନଟୀ ଥାନା -ବୈଶିଙ୍ଗା ଥାନା ସୀମାନ୍ତ ଛୁରୁଣୀ ଚଟାଣ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଦୁର୍ଘଟଣାରେ ଵର୍ତ୍ତିଗଲେ ଚାଳକ
Barsahi, Mayurbhanj | Aug 27, 2025
ବେତନଟୀ ବୈଶିଙ୍ଗା ଥାନା ସୀମାନ୍ତ ଛୁରୁଣୀ ଚଟାଣ ନିକଟରେ ବୁଧବାର ସନ୍ଧ୍ୟା ୬ଟାରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିବାବେଳେ...