ଓଡ଼ିଶା ମେଡ଼ିକାଲ ସର୍ଭିସ ଆସୋସିଏଶନ ର ଆହ୍ଵାନ କ୍ରମେ ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡରେ ଡ଼ାକ୍ତରଖାନାରେ ଡାକ୍ତର ମାନେ ଶୁକ୍ରବାର ଦିନ ଆନ୍ଦୋଳନ ରେ ବସିଥିବା ଜଣାପଡିଛି। ଡାକ୍ତର ମାନେ ସମସ୍ତ ସ୍ବାସ୍ଥ୍ୟ ସମ୍ପର୍କିତ ସରକାରୀ କାର୍ଯ୍ୟକ୍ରମ ବର୍ଜନ କରିବା ସମେତ ପ୍ରତିଦିନ OPD ସମୟରେ ଏକ ଘଣ୍ଟା ଧରି ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।