କେନ୍ଦ୍ରାପଡା: କୋରଟପଙ୍ଗାରେ ଜାଗାବାଡି ବିବାଦକୁ ନେଇ ମାର୍ଶାଘାଇ ପୋଲିସର ତଦନ୍ତ,ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ ମନୋଜ ମହାପାତ୍ର
Kendrapara, Kendrapara | Aug 18, 2025
କୋରଟପଙ୍ଗା ଗ୍ରାମରେ ଜାଗାବାଡି ବିବାଦକୁ ନେଇ ମାର୍ଶାଘାଇ ପୋଲିସ ତଦନ୍ତ କରିଛି l ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଗ୍ରାମବାସୀ ମନୋଜ ମହାପାତ୍ର...