ଓରିଏଣ୍ଟ: ବେଲପାହାଡ ସ୍ଥିତ ଆରସେଟି ରେ ସିଲେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହେବାସହ ମାନପତ୍ର ବିତରଣ ଉତ୍ସବ ଅନୁଷ୍ଠିତ
ଝାରସୁଗୁଡା ଜିଲ୍ଲା ବେଲପାହାଡ ସ୍ଥିତ ଆରସେଟି ରେ ସିଲେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହେବାସହ ମାନପତ୍ର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି l ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଯୁବତୀଙ୍କୁ ଏକ ମାସ ଧରି ସିଲେଇ ତାଲିମ ସମାପନ ହେବା ପରେ ଆଜି ଅପରାହ୍ନ ୪ ଟା ରେ ସେମାନଂକୁ ମାନପତ୍ର ପ୍ରଦାନ କରାଯାଇଛି l ଏହି ଅବସରରେ ଆରସେଟି ସଭା ଗୃହରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଝାରସୁଗୁଡା ଆରବିଓ ସିଏମ୍ ଅରୁଣ କୁମାର ହୋତା ଅତିଥି ଭାବେ ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ମାନପତ୍ର ବିତରଣ ପୂର୍ବକ ଉତ୍ସାହିତ କରିଥିଲେ । କେନ୍ଦ୍ର ନିର୍ଦ୍ଦେଶକ ରାଜ କୁମାର ସାହୁଙ୍କ ସମେତ ରଜନୀ ରାଣି