ଅମ୍ବାଭୋନା: ଅମ୍ବାଭୋନା ବାବା କେଦାରନାଥ ପରିସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ, ଉଦଘାଟନ କଲେ ଅତିରିକ୍ତ ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ
ଅମ୍ୱାଭୋନା ବାବା କେଦାରନାଥ ମନ୍ଦିର ପରିସରରେ ଅତିରିକ୍ତ ଜିଲ୍ଲା ଗୋଷ୍ଟି ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ଙ୍କ ଦ୍ଵାରା ଏକ ରକ୍ତଦାନ ଶିବିର ଉଦ୍ଘାଟିତ ହୋଇଯାଇଛି।ଏଥିରେ ଡ.ପ୍ରଶାନ୍ତ ପଣ୍ଡା ଓ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଲାଲମୋହନ ସିଂହ ସମ୍ମାନିତ ଅତିଥିଭାଵରେ ଯୋଗଦାନ କରିଥିଲେ। ଏହି ରକ୍ତଦାନ ଶିବିରରେ ବରଗଡ ବ୍ଲଡ଼ ବ୍ୟାଙ୍କ୍ କର୍ମଚାରୀଙ୍କ ସହଯୋଗରେ ମୋଟ ୧୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ରକ୍ତଦାନ ଶିବିର ଆଜି 9:30 AM ରୁ 1 PM ପର୍ଯ୍ୟନ୍ତ ଜାରିରହିଥିଲା