ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଠାରେ ଟାଟା ଏସିରୁ ପୋଲିସ ଦ୍ବାରା ଉଦ୍ଧାର ୨ ଗାଇକୁ ନେଲା ଗାଈ ମାଲିକ
Dhenkanal Sadar, Dhenkanal | Aug 27, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ମନ୍ଦାର ନିକଟରୁ ଗଁଦିଆ ପୋଲିସ ଏକ ଟାଟା ଏସିରେ ୫ଟି ଗାଇ ଯାଉଥିବା ଖବର ପାଇ ଘଟଣାସ୍ଥଳକୁ ଯାଇ ଏକ ଟାଟା ଏସିରେ...