ଆଜି ଦିନ 11ଟାରେ ହିରାକୁଦ କାର୍ଯ୍ୟାଳୟରେ ମହାନଗର ନିଗମ କମିସନର ଙ୍କ ଜନସୁନାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଏହି ଅବସରରେ ଅଂଚଳ ରେ ଥିବା ବିଭିନ୍ନ ସମସ୍ୟା ଓ ଅଭିଯୋଗ, ଦାବି ଉପସ୍ଥାପନା କରିଥିଲେ l ସମସ୍ତ ଅଭିଯୋଗକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବତ ଭାବେ ରେକର୍ଡ କରାଯାଇଥିବା ସୂଚନା ମିଳିଛି l