ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ଦେବଗଡ଼ ଜିଲ୍ଲା କଣ୍ଢେଇଗୋଳା ଥାନା ଅନ୍ତର୍ଗତ ତୁଙ୍ଗମାଳ ଗ୍ରାମର ଲୋକନାଥ ଦେହୁରୀ ଙ୍କ ପୁଅ ବଳରାମ ଦେହୁରୀ (୬୫) ଗାଁ ପାଖ ଜଙ୍ଗଲକୁ ସକାଳ ସମୟରେ ଛେଳି ପାଇଁ ଡାଳ ଆଣିବାକୁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା ଯାହା ଫଳରେ ପ୍ରଣ ବିକଳରେ ଦୈଡିଦୋଡି ଗାଁ କୁ ଆସିଥିଲେ ଖବର ପାଇ ବନବିଭାଗ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଛେଣ୍ଡିପଦା ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଏଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥ