ମାଲକାନଗିରି: ପୋଟ୍ରେଲ ଧାନ ମଣ୍ଡିଠାରେ "ଆତ୍ମ ନିର୍ଭର ଭାରତ ମଣ୍ଡଳ ସ୍ତରୀୟ କର୍ମଶାଳା" ସଫଳତାର ସହ ଅନୁଷ୍ଠିତ
ମାଲକାନଗିରି ଜିଲ୍ଲା ପୋଟ୍ରେଲ ଧାନ ମଣ୍ଡିଠାରେ "ଆତ୍ମ ନିର୍ଭର ଭାରତ ମଣ୍ଡଳ ସ୍ତରୀୟ କର୍ମଶାଳା" ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଲକାନଗିରି ବିଧାୟକ ଙ୍କ ପ୍ରତିନିଧି ନିହାର ରାୟ, ପୌର ପରିଷଦ ସାଂସଦ ପ୍ରତିନିଧି ବିଜୟ ମହାରଣା ଓ ଅନ୍ୟ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ଆତ୍ମା ନିର୍ଭର ଭାରତକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା।