ଫୁଲବାଣୀ ସହର: ଫିରିଙ୍ଗୀଆ ଠାରେ କାର୍ତିକ ପୁର୍ଣିମା ଅବସରରେ
ଡ୍ଯାନସ୍ ପ୍ରତିଯୋଗିତା ଅନୁଷ୍ଠିତ
କାର୍ତିକ ପୁର୍ଣିମା ଅବସରରେ ଦଣ୍ଡପଦର କଲନି ସାହିଠାରେ ଡ୍ଯାନସ୍ ପ୍ରତିଯୋଗିତା ଅନୁଷ୍ଠିତ ହଇଯାଇଛି ଏହି ପ୍ରତିଯୋଗିତା ଟି ବୁଧବାର ରାତି 7ଘଣ୍ଟିକା ସମୟରେ ଅନୁଷ୍ଠିତ ହଇଯାଇଛି, ଏହି ନୁତ୍ୟ ପ୍ରତିଯୋଗିତା ଟି ଶିକ୍ଷକ ପିତବାସ ନାୟକ ଙ୍କ ନେତୃତ୍ୱ ଗ୍ରାମର କୁନି କୁନି କଳାକାର ଙ୍କୁ ନେଇ ଅନୁଷ୍ଠିତ ହଇଯାଇଛି, ବିଶେଷ କରି ଭଜନ ଉପରେ ଗରୁତ୍ୱ ଦିଆଯାଇଛି,ତେବେ ଆଧାତ୍ମିକ ପରିବେଶ ସୣଷ୍ଠି କରିବା ଉଦ୍ୟେଶ ନେଇ ଏହି କାଯ୍ୟକ୍ରମ କରାଯାଇଛି