ଲାଞ୍ଜିଗଡ: ମନ୍ଦିରରେ ପ୍ରବେଶ କରିବା ପରେ ଥୁଆମୁଳ ରାମପୁର ଠାରେ ସମ୍ପନ୍ନ ହେଲା ଆରାଧ୍ୟା ଦେବୀ ମାଁ ମାଣିକେଶ୍ବରୀଙ୍କ ଛତର ଯାତ୍ରା
ମଙ୍ଗଳବାର ମନ୍ଦିରରେ ପ୍ରବେଶ କରିବା ପରେ ଥୁଆମୁଳ ରାମପୁର ଠାରେ ସମ୍ପନ୍ନ ହେଇଛି ଆରାଧ୍ୟା ଦେବୀ ମାଁ ମାଣିକେଶ୍ବରୀଙ୍କ ଛତର ଯାତ୍ରା। ଏହି ଛତର ଯାତ୍ରା ଦେଖିବା ପାଇଁ ପ୍ରବଳ ଜନସମାଗମ ହେଇଥିଲା। ଦେବୀଙ୍କ ପ୍ରତୀକ ଛତର ଜେନା ଖାଲ ଠାରୁ ବାହାରିବା ବେଳେ ପ୍ରାୟ ୨କିଲୋମିଟର ରାସ୍ତା କଡ଼ରେ ଲୋକଙ୍କ ଗହଳି ଲାଗି ରହିଥିଲା।